ଲାଞ୍ଚ
ଦେଖଣା
ଲାଞ୍ଚ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଜ୍ଜା—ବିଶ୍ୱକୋଷ, ପାଲୀ. ଲାଞ୍ଜ=ଉତ୍କୋଚ)
[ସମ୍ପାଦନା]- ୧. ଉତ୍କୋଚ —୧. Bribe.
[ଉ—ଲାଞ୍ଚ ଦେଇ ଥିଲେ କାଞ୍ଚନ କେତେ କି ପାଞ୍ଚ ପାଣ୍ଡୁରାଜ ସୁତେ କବି— ସୂର୍ଯ୍ୟ. କବିତା]
- ୨. ପୁରସ୍କାର —୨. Reward.
[ଉ—ନିତି ଲାଞ୍ଚ ମାଗୁ ଥାଉ ଲବଣୀ କେମନ୍ତେ ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି]