ଲାଞ୍ଜଗୋବରା
ଦେଖଣା
ଲାଞ୍ଜଗୋବରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲାଞ୍ଜ ଗୋବରିଆ—ଅନ୍ୟରୂପ)
(ଲାଞ୍ଜ ଗୋବରୀ; ଲାଞ୍ଜ ଗୋବରେଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା](ଶଙ୍କା ଓ ଅତ୍ୟଧିକ ପ୍ରହାର ଯୋଗୁଁ ଗୋମେଷାଦିଙ୍କର ଜଳୀୟ ମଳ ଉତ୍ସର୍ଗ ତଜ୍ଜନିତ ତାଙ୍କ ଲାଙ୍ଗୁଡ ଉକ୍ତ ମଳରେ ଲେପିତ ହେବାରୁ) (ଲକ୍ଷଣାର୍ଥ)—
- ୧. ଛେରୁଆ ଭୟତ୍ରସ୍ତ —୧. Frightened.
୨: ଭୀରୁ —୨. Cowards.