Jump to content

ଲାଞ୍ଜି

ଉଇକିଅଭିଧାନ‌ରୁ

ଲାଞ୍ଜି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ଲଞ୍ଜ)

[ସମ୍ପାଦନା]
୧. ଜୋଡ ବା ଲମ୍ୱ ଜଳାଶୟର ସୂକ୍ଷ୍ମ ମୁଣ୍ଡ ବା ଶେଷଭାଗ —୧. The pointed and or apex of a long tank.
୨. ସୂକ୍ଷ୍ମ ରେଖା —୨. A thin line.

(ଯଥା— କଜଳ ଲାଞ୍ଜି) ===

୩. ପାଗର କିମ୍ୱା ପିନ୍ଧା ବସ୍ତ୍ରର ତଳକୁ ଓହଳିଥିବା ଲମ୍ୱ ଅଂଶ —୩. The long end of a turban or cloth which hangs down.
୪: ଢିଙ୍କିର ପୁଚ୍ଛ ବା ଶେଷଭାଗ; ଢିଙ୍କିର ଯେଉଁ ଅଂଶରେ କୁଟାଳୀ ଗୋଡ ଦିଅନ୍ତି — ୪. The back or tail end or pedal of a Dheṅki (husking jack).

ଦେଶଜ - ବିଶେଷଣ -

[ସମ୍ପାଦନା]

ଲାଞ୍ଜା (ଦେଖ) - —Lāñjā(See).

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]
୧. କଟା ହୋଇଥିବା ମାଛର ଲାଞ୍ଜ ସହିତ ଲାଗି ଥିବା ଅଂଶ ଖଣ୍ଡ —୧. The cut part of a fish with its tail attached.
୨: ଗୁଡିର ତଳେ ଦିଆ ଯାଇଥିବା କାଗଜର ସୂକ୍ଷ୍ମ ପତର ବା ଲାଞ୍ଜ — ୨. The paper tail of a kite.