Jump to content

ଲାଞ୍ଜ (ଇତ୍ୟାଦି)

ଉଇକିଅଭିଧାନ‌ରୁ

ଲାଞ୍ଜ (ଇତ୍ୟାଦି)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଞ୍ଜ)

[ସମ୍ପାଦନା]

ଲାଙ୍ଗୁଡ ଇତ୍ୟାଦି (ଦେଖ) - Lāṅguṟḍ̠a etc (See)

[ଉ— ତାକୁ ଦେଖିଲାକ ହନୁବୀର, ଲାଞ୍ଜ କରିଛି ଗଡ ଆକାର, ବୋଲେ କାହିଁଥିଲେ ଲଙ୍କେଶ୍ୱର ବିଶ୍ୱନାଥ. ବିଚିତ୍ରରାମାୟଣ]

[ଦ୍ରଷ୍ଟବ୍ୟ —ପଶୁଙ୍କର ଲୋମ— ଯୁକ୍ତ ପୁଚ୍ଛକୁ ଲାଙ୍ଗୁଡ ବୋଲାଯାଏ, କିନ୍ତୁ ପଶୁ, ପକ୍ଷୀ, ମତ୍ସ୍ୟାଦିଙ୍କର ପୃଚ୍ଛକୁ ଲାଞ୍ଜ ବୋଲାଯାଏ]