ଲାଟଲିପି
ଦେଖଣା
ଲାଟଲିପି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଲାଟ ବର୍ଣ୍ଣମାଳା—ଅନ୍ୟରୂପ)
ଦେଶଜ - ବି
[ସମ୍ପାଦନା]ଭାରତରଭିନ୍ନ ଭିନ୍ନ ସ୍ଥାନରେ ଅବସ୍ଥିତ ପ୍ରସ୍ତର ସ୍ତମ୍ଭମାନଙ୍କ ଦେହରେ ପାଲୀ ଓ ସଂସ୍କୃତ ଭାଷାର ମିଶ୍ରଣରେ ଖୋଦିତ ଅକ୍ଷରମାନ —The script found in acient pillars in many places of India.
[ଦ୍ରଷ୍ଟବ୍ୟ —ପାଶ୍ଚାତ୍ୟ ମନିଷୀ ଜେମସ୍ ପ୍ରିନ୍ସେପ୍ ଏହି ବର୍ଣ୍ଣମାଳା ନିର୍ଣ୍ଣୟ କରିଥିଲେ ହା ପ୍ରାଚୀନ ବ୍ରାହ୍ମଲିପି ସଙ୍ଗେ ସମାନ ଅଶୋକଙ୍କ ପ୍ରତିଷ୍ଠିତ ୧୪:ଟି ଲାଟ—ସ୍ତମ୍ଭରେ ୧୪:ଟି ଅଶୋକ ଅନୁଶାସନ ଲିପିବଦ୍ଧ ହୋଇ ଅଛି ଏ ଲିପି ମାନଙ୍କ ପାଠଦ୍ୱାରା ବହୁ ପ୍ରତ୍ନତତ୍ତ୍ୱ ଓ ପ୍ରାଚୀନ କୀର୍ତ୍ତୀ ମାନଙ୍କ ବିଷୟ ଜଣା ପଡ଼ିଛି—ବିଶ୍ୱକୋଷ]