ଲାଟାନୁ ପ୍ରାସ
ଦେଖଣା
ଲାଟାନୁ ପ୍ରାସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ଲାଟ=ଲାଟୀ ରୀତି ପ୍ରଚଳିତ+ଅନୁପ୍ରାସ)— ଶବ୍ଦାଳଂକାର ବିଶେଷ; ଅନୁପ୍ରାସ ବିଶେଷ; ଲାଟୀରୀତି ସମ୍ମତ ଅନୁପ୍ରାସ ଅଳଂକାର; ତାତ୍ ପର୍ଯ୍ୟ ଭେଦ ଥାଇ ଶବ୍ଦଚୟର ପୁନରୁକ୍ତି —A kind of alliteration; a figure of speech in composition in which words derived from the same root are repeatedly used in different meaning.
[ଦ୍ରଷ୍ଟବ୍ୟ —ଯେଉଁ ଶବ୍ଦାଳଙ୍କାରରେ ଶବ୍ଦ— ମାନଙ୍କର ପୁନରୁକ୍ତି ହୁଏ, ପରନ୍ତି ଅନ୍ୱୟକୁ ବଳାଇଲେ ତାତ୍ପର୍ଯ୍ୟ ଭିନ୍ନ ଭିନ୍ନ ହୁଏ, ତାକୁ ଲାଟାନୁପ୍ରାସ ବୋଲା— ଯାଏ