Jump to content

ଲାଟିନି

ଉଇକିଅଭିଧାନ‌ରୁ

ଲାଟିନି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲାଟିନ୍)

[ସମ୍ପାଦନା]

ପ୍ରାଚୀନ ରୋମ୍ ବା ଇତାଲୀରେ ପ୍ରଚଳିତ ଭାଷା —The Latin language.

[ଦ୍ରଷ୍ଟବ୍ୟ — ସଂସ୍କୃତ ଯେପରି ଆଧୁନିକ ଅଧିକାଂଶ ଭାରତୀୟ କଥ୍ୟ ଭାଷାର ମାତୃଭାଷା ଅଟେ, ସେହିପରି ଲାଟିନ୍ ଭାଷା ଆଧୁନିକ ଅଧିକାଂଶ ୟୂରୋପୀୟ କଥ୍ୟ ଭାଷାର ମାତୃଭାଷା ଅଟେ ଲାଟିନ୍ ଓ ସଂସ୍କୃତ ମଧ୍ୟ ଏକ ଆଦିମ ଭାଷାର ଭିନ୍ନ ଭିନ୍ନ ଶାଖା ଥିବା ବିଷୟ ଭାଷାବିବ୍ଦ୍ ପଣ୍ଡିତମାନେ ସ୍ଥିର କରି ଅଛନ୍ତି ଏ ଦୁଇ ଭାଷା Aryan ଆର୍ଯ୍ୟ ଭାଷାର ଦୁଇଟି ଶାଖା ମାତ୍ର]