ଲାଟୀ ରୀତି
ଦେଖଣା
ଲାଟୀ ରୀତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଲାଟ ଦେଶ ପ୍ରଚଳିତ ପଦ୍ଧତି —୧. Usage of the Lāṭa country
- ୨. ସଂସ୍କୃତ ରଚନାର ରୀତି ବିଶେଷ —୨. Name of a mode of compisition in Sanskrit.
[ଦ୍ରଷ୍ଟବ୍ୟ —ରୀତି
ତଶେ ଟୀକା ଦେଖ; ଏଥିରେ ବୈକାର୍ଭୀ ଓ ପାଞ୍ଚାଳୀ, ଏ ଦୁଇ ରୀତିରେ କିଛି କିଛି ଅଂଶ ଅନୁମୃତ ହୁଏ ଏଥିରେ ଛୋଟ ଛୋଟ ପଦ ଓ ଛୋଟ ଛୋଟ ସମାସ ଥାଏ—ହିନ୍ଦୀ - ଶ., ମୃଦୁ ଓ ଲଳିତ ପଦ ବିନ୍ୟାସଯୁକ୍ତ ଓ ସମାସସୁଭଗ ଓ ବର୍ଣ୍ଣନୀୟ ବସ୍ତୁ ସହିତ ପ୍ରଯୁକ୍ତ ବିଶେଷଣମାନଙ୍କ ସଙ୍ଗିତ ସଂଯୁକ୍ତ ରଚନା ରୀତିକୁ ଲାଟୀରୀତି ବୋଲାଯାଏ (ବିଶ୍ୱକୋଷ)]