ଲାଟ୍ରେ ଆସିବା
ଦେଖଣା
ଲାଟ୍ରେ ଆସିବା
ଉଚ୍ଚାରଣ
[ସମ୍ପାଦନା]ଲାଟରେ ଉଠିବା, ଲାଟରେ ଠିଆହେବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଲାଟ୍ରେ ଆସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ଜମିଦାରିର ରାଜସ୍ୱ ନିରୂପିତ 'ଲାଟବନ୍ଦି' ଦିନ ସରକାରଙ୍କଠାରେ ଦାଖଲ ନ ହେବାଯୋଗୁଁ ବାକି ରାଜସ୍ୱ ଆଦାୟ କରିବାପାଇଁ ଉକ୍ତ ଜମିଦାରି ସରକାରଙ୍କଦ୍ୱାରା ନିଲାମ କରାଯିବା ବିଷୟ ସର୍ବସାଧାରଣରେ ବିଜ୍ଞାପିତ ହେବା —To be advertised for sale for arrears of revenue (said of a defaulting zamindari).