Jump to content

ଲାଟ୍ସାହେବ ବନିବା

ଉଇକିଅଭିଧାନ‌ରୁ

ଲାଟ୍ସାହେବ ବନିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲାଟ୍ ହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ବ୍ୟଙ୍ଗ୍ୟ; ଲକ୍ଷଣାର୍ଥ)

[ସମ୍ପାଦନା]

କୌଣସି ସ୍ଥାନରେ ସର୍ବେସର୍ବା ବନିବା; କୌଣସି ସ୍ଥାନରେ ଏକାଧିପତ୍ୟ ଦେଖାଇବା; ଷଣ୍ଢ— ବନିବା —To unduly assume over-lordship of a place.

[ଦ୍ରଷ୍ଟବ୍ୟ —ସାଧାରଣ ଲୋକଙ୍କର ବିଶ୍ୱାସ ଯେ, 'ଲାଟ୍' ହେଲେ ମନୁଷ୍ୟ ସୁଖ ଓ ଶାନ୍ତିରେ ରହେ, ତାହାର ଯାହା ମନ ହୁଏ ସେ ତାହା କରେ, ସେ କୌଣସି ନିୟମ ବା ଆଇନ୍ମାନେ ନାହିଁ ତାହା ଉପରେ କିଛି ଅଙ୍କୁଶ ନ ଥାଏ ଏଥିପାଇଁ ଉପରୋକ୍ତ ଅର୍ଥରେ ଏ ବାକ୍ୟ ପ୍ରୟୋଗ କରାଯାଏ]