ଲାଟ୍ ବାନ୍ଧିବା
ଦେଖଣା
ଲାଟ୍ ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନିଲାମରେ ଆସିଥିବା ସମ୍ପତ୍ତିମାନ ଯଥା— କ୍ରମରେ ନିଲାମ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଗୋଟିଏ ଗୋଟିଏ ଦଫା ବା ପୁଞ୍ଜରେ ବିଭକ୍ତ କରିବା —୧. To separate or apportion the properties brought to sale into separate lots.
୨: ଅନେକ ସମ୍ପତ୍ତିକୁ ଭିନ୍ନ ଭିନ୍ନ କ୍ରମିକ ପୁଞ୍ଜରେ ବିଭକ୍ତ କରିବା ବା ତାଲିକା କରିବା —୨. To separate or make a list of several properties into different or successive lots.