ଲାଟ୍ ବିକିରି
(ଲାଟ୍ ବିକ୍ରି—ଅନ୍ୟରୂପ)
ବିକ୍ରି କରାଯିବା ଦ୍ରବ୍ୟମାନଙ୍କୁ କେତେକ— ଗୁଡିଏ ପୁଞ୍ଜରେ ବିଭକ୍ତ କରି କ୍ରମାନ୍ୱୟରେ ଗୋଟିଏ ଗୋଟିଏ ପୁଞ୍ଜକୁ ବିକ୍ରି କରିବା — Sale by lots.