ଲାଟ୍ ସଭା
ଦେଖଣା
ଲାଟ୍ ସଭା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଇଂରାଜୀ - ଲର୍ଡ+ସଂସ୍କୃତ - ସଭା)
[ସମ୍ପାଦନା]- ୧. ବିଲାତ ପାର୍ଲିଆମେଣ୍ଟର ହାଉସ୍ ଅଫ୍ ଲର୍ଡସ୍ —୧. The House of Lords of the British Parliamet.
୨: ଭାରତର ବା ପ୍ରାଦେଶିକ ଲାଟ୍ସାହେବଙ୍କୁ ଶାସନସମ୍ୱନ୍ଧୀୟ ପରାମର୍ଶ ଓ ସାହାଯ୍ୟ ଦେବାପାଇଁ ଗଠିତ ମନ୍ତ୍ରିସଭା —୨. The Excutive Council of a Governor General or of a Governor. ୩: ଲାଟ୍ସାହେବଙ୍କୁ ଆଇନ୍ ପ୍ରଣୟନ ସମ୍ୱନ୍ଧେ ପରାମର୍ଶ ଦେବା ନିମନ୍ତେ ଗଠିତ ସଭା — ୩. The Legislative Assembly of the Governor General or of a Governor.
[ଦ୍ରଷ୍ଟବ୍ୟ —ଭାରତର ବଡଲାଟଙ୍କ ସଭାକୁ 'ବଡଲାଟ ସଭା' ଓ ପ୍ରାଦେଶିକ ଲାଟମାନଙ୍କ ସଭାକୁ 'ଛୋଟଲାଟ ସଭା' ବୋଲାଯାଏ]