ଲାଟ କାଉନ୍ସିଲ୍
ଦେଖଣା
ଲାଟ କାଉନ୍ସିଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଟ କାଉନ୍ସିଲ୍
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲର୍ଡ ଓ କାଉନ୍ସିଲ୍)
[ସମ୍ପାଦନା]ଭାରତବର୍ଷର ମକଦମାମାନ ହାଇକୋର୍ଟରେ ନିଷ୍ପତ୍ତି କରାଯିବା ପରେ ହାଇକୋର୍ଟର ବିଚାର ବିରୁଦ୍ଧରେ ଅପିଲ୍ ଶୁଣି ମୀମାଂସା କରିବା ପାଇଁ ବିଲାତରେ ସମ୍ରାଟଙ୍କ ପ୍ରତିଷ୍ଠିତ ବିଚାରପତି ଦଳଙ୍କଦ୍ୱାରା ସଂଗଠିତ ସଭା —The Privy Council of England (which hears appeals from the decision of Indian High Courts)