ଲାଠି ଚାଳିବା
ଦେଖଣା
ଲାଠି ଚାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଠି ଚାଳିବା
|
[ଲାଠି ବୁଲା(ଲେ)ଇବା ଲାଠି ଘୁରା(ରେ)ଇବା ଲାଠି ଚଳା(ଳେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]ବ୍ୟାୟାମ, ଆତ୍ମରକ୍ଷା ଓ ଅକ୍ରମଣପାଇଁ ଯଷ୍ଟିକୁ ନାନା କୌଶଳରେ ଚାଳିତ କରିବା —To brandish a lathi as exercise, in self-defence and in attack.