ଲାଠି ଠେଙ୍ଗା
ଦେଖଣା
ଲାଠି ଠେଙ୍ଗା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଠି ଠେଙ୍ଗା
|
ଲାଠି ବାଡ଼ି ଲାଠି ସୋଟା(ଠା) ଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସହଚର; ବହୁବଚନ ସୂଚକ)
[ସମ୍ପାଦନା]ଲାଠି ଆଦି, ଭିନ୍ନ ଭିନ୍ନ ଦୈର୍ଘ୍ୟ ଓ ସ୍ଥୂଳତାର ଯଷ୍ଟିମାନ — Cudgles; various sorts of sticks.
[ଦ୍ରଷ୍ଟବ୍ୟ —ଲାଠି ପରି ଠେଙ୍ଗା ମୋଟା; ଓ ଦୀର୍ଘ; ଲାଠିଠାରୁ ବାଡ଼ି ସରୁଆ ଓ ଅଦୀର୍ଘ; ସୋଠା ଲାଠିଠାରୁ ମୋଟା ଓ କମ୍ ଦୀର୍ଘ]