ଲାଠି ଲାଠି ହେବା
ଦେଖଣା
ଲାଠି ଲାଠି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଠି ଲାଠି ହେବା
|
(ଲାଠି ହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଏକ ଅବସ୍ଥାନରେ ଅଙ୍ଗ ପ୍ରତ୍ୟଙ୍ଗ ବହୁକାଳ ନିଶ୍ଚଳଭାବରେ ରଖିବାଯୋଗୁଁ ନଇଁ ନ ହେବା —୧. (the limbs) To become rigid (like a stick) on account of being kept long on in position.
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ଦେହଭଙ୍ଗୀ ଆଦିଦ୍ୱାରା (ବାକ୍ୟ—ଦ୍ୱାରା ନୁହେଁ) ଅନିଚ୍ଛା ପ୍ରକାଶ କରିବା —୨. (figurative) To show (by bodily expressions do any work)