Jump to content

ଲାଠ୍ୟାଘାତ

ଉଇକିଅଭିଧାନ‌ରୁ

ଲାଠ୍ୟାଘାତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପଣ୍ଡିତିଆ ପ୍ରୟୋଗ; ଦେଶଜ ଶବ୍ଦ ସଙ୍ଗେ ସଂସ୍କୃତ ଶବ୍ଦର ସନ୍ଧି)

[ସମ୍ପାଦନା]

ଯଷ୍ଟ୍ୟା ଘାତ; ଯଷ୍ଟିଦ୍ୱାରା ପ୍ରହାର —Striking with a lathi.

[ଦ୍ରଷ୍ଟବ୍ୟ —ଏହିପରି ସନ୍ଧି ବ୍ୟବହାର ଓ ରୀତିର ବିରୁଦ୍ଧ ହେଲେହେଁ, କେତେକ ଲୋକ ଥଟ୍ଟା ପରିହାସ ସ୍ଥଳରେ ଏପରି ବ୍ୟବହାର କରିଥାଆନ୍ତି ଯଥା—ଲାଠ୍ୟୌଷଧ, ଲାଠ୍ୟୌଷଧି, ଲାଠ୍ୟପାୟ ଇତ୍ୟାଦି]