Jump to content

ଲାଠ୍ୟୌଷଧ

ଉଇକିଅଭିଧାନ‌ରୁ

ଲାଠ୍ୟୌଷଧ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ପଣ୍ଡିତିଆ ପ୍ରୟୋଗ; ଦେଶଜ ଲାଠି ଶବ୍ଦ ସଙ୍ଗେ ସଂସ୍କୃତ - ଔଷଧରସନ୍ଧି)—(ବ୍ୟଙ୍ଗ୍ୟ)

[ସମ୍ପାଦନା]

ମୂର୍ଖର ମୂର୍ଖପଣରୂପ ରୋଗର ଉପଶମନାର୍ଥ ତତ୍ ପ୍ରତି ପ୍ରଯୁକ୍ତ ଲାଠି ବା ଯଷ୍ଠ୍ୟଘାତରୂପ ଔଷଧ —(Ironical) The appliance of the stick or cudgel to remove a stupid person's malady of stupidity.

[ଦ୍ରଷ୍ଟବ୍ୟ —ଭର୍ତ୍ତୃହରିକୃତ ଗୋଟିଏ ଉଦ୍ଭଟ ଶ୍ଳୋକ ଅଛି—"ଶକ୍ୟୋ ବାରିୟିତୁଂ ଜଳେନ ହୁତଭୁକ ଛତ୍ରେଣ ବର୍ଷାତପୌ, ନାଗେନ୍ଦ୍ରୋ ନିଶିକାଙ୍କୁଶେନ ସମଦୋ ଦଣ୍ଡନେ ଗୌର୍ଗର୍ବଭୌଃ ବ୍ୟାଧିଭୈଷିକ ସଂଗ୍ରହୈଶ୍ଚ ବିବିଧୈର୍ମନ୍ତ୍ର ପ୍ରୟୋଗୈର୍ବିଷମ୍, ସର୍ବସ୍ୟୌଶଧ ମସ୍ତିଶାସ୍ତ୍ର ବିହିତଂ ମୂର୍ଖସ୍ୟ ନାସ୍ତ୍ୟୌଷଧ" ଏ ଶ୍ଳୋକର ଶେଷ ତରଣର ପ୍ରାନ୍ତରେ ଥିବା'ମୁର୍ଖସ୍ୟ ନାସ୍ତ୍ୟୌଶଧ' ସ୍ଥାନରେ କେହି ରସଗ୍ରାହୀ ପଣ୍ଡିତ 'ମୂର୍ଖସ୍ୟଲାଠ୍ୟୌଷଧଂ' ଅଂଶଟି ଲଗାଇ ଅଛନ୍ତ ସୁବଳଚନ୍ଦ୍ର—ଅଭିଧାନ]