ଲାଡ଼
ନାଡ଼ (ଦେଖ) - — Naṟḍ̠a. (See)
(ସଂସ୍କୃତ - ଲାଳନ) ଗେହ୍ଲା —Too much fondle
[ଉ— ନୋହିଲେ ଅବା ନେଇ ଭରତଙ୍କୁ ଦେବୁ, ଭାଇ ପଣରେ ଲାଡ଼ ହୋଇ ବିହରିବୁ କୃଷ୍ଣସିଂହ ମହାଭାରତ ବନ]