ଲାଡ଼୍ (ଧାତୁ)
ଦେଖଣା
ଲାଡ଼୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. କମ୍ପନ କରିବା —୧. To shake.
- ୨. ସ୍ନେହ ଓ ଯତ୍ନ ପୂର୍ବକ ଲୋଳନ କରିବା — ୨. To bring up with extreme fondness; to maintain with love and care.
- ୩. ସ୍ଥାନାନ୍ତରୀକରଣ — ୩. To remove a thing from a place.
- ୪. (ପୂଚ୍ଛ ଆଦି) ଇତସ୍ତତଃ ସଂଚାଳନ; ହଲାଇବା (ତୁଳ. ବଙ୍ଗାଳୀ - ନାଡ଼ା, ନାଡ଼ାନ) — ୪. To wag (the tail)