Jump to content

ଲାଡ଼ କରିବା

ଉଇକିଅଭିଧାନ‌ରୁ

ଲାଡ଼ କରିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରି (ତୁଳ.ହିନ୍ଦୀ - ଲାର୍ଡ଼ କରନା)

[ସମ୍ପାଦନା]

ଗେହ୍ଲା କରିବା; ମୁହଁ ଦେବା —To treat with excessive fondness; to fondle excesively.

[ଉ— କୁକୁର୍କେ ଲାର୍ଡ କଲେ ମୁହେଁ ଚାଟ୍ସି ଢ଼ଗ]