ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲବ୍ଧକ)
[ସମ୍ପାଦନା]
ଆଧୁନିକ ମୟୂରଭଞ୍ଜ ଓ ସିଂହଭୂମି, ଏ ଦୁଇ ଅଞ୍ଚଳର ପ୍ରଚୀନ ନାମ —The ancient name of morden Mayurbhanj and Singhbhum.
[ଦ୍ରଷ୍ଟବ୍ୟ —ପଲି ଭାଷାର ଜୈନ ଗ୍ରନ୍ଥରେ ଅଛି ଯେ, ଜୈନଧ୍ରମପ୍ରବର୍ତ୍ତକ ପାର୍ଶ୍ୱନାଥ ଏହି ଦେଶ ବୁଲି ପ୍ରଥମେ ଜୈନ ଧ୍ରମ ପ୍ରଚାର କରିଥିଲେ]