ଲାଣ୍ଡି କୋଟଲ୍
ଦେଖଣା
ଲାଣ୍ଡି କୋଟଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଣ୍ଡି କୋଟଲ୍
|
ବୈଦେଶିକ - ବିଶେଷ୍ୟ - (ନାମ) (ଫା)
[ସମ୍ପାଦନା]ଭାରତର ଉତ୍ତର ପଶ୍ଚିମ ସୀମାନ୍ତରେ ଅବସ୍ଥିତ ଖାଇବାର୍ ଗିରିସଙ୍କଟସ୍ଥ ସର୍ବୋଚ୍ଚ ଶୃଙ୍ଗ (୩୩୭୮: ଫୁଟ) —The higest mountian peak in the Khaiber pass.
[ଦ୍ରଷ୍ଟବ୍ୟ —ଏହା ଆଫଗାନିସ୍ଥାନ ଓ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ମଧ୍ୟରେ ଅବସ୍ଥିତ ଓ ଜଣେ ଇଂରେଜ ରାଜ— ପ୍ରତିନିଧିଙ୍କଦ୍ୱାରା ଏ ଗିରିସଙ୍କଟ ରକ୍ଷିତ ଏହା କାବୁଲ ରାଜ୍ୟର ଅନ୍ତର୍ଗତ]