ଲାଣ୍ଡୀ
ଦେଖଣା
ଲାଣ୍ଡୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଣ୍ଡୀ
|
(ଲଣ୍ଡା—ପୁଂ)
ଦେଶଜ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ନଗ୍ନ ବା ମୁଣ୍ଡିତ)
[ସମ୍ପାଦନା]- ୧. ମୁଣ୍ଡିତ କେଶା (ସ୍ତ୍ରୀ) —୧. (woman) With shaven head.
- ୨. ଟାଙ୍ଗରାମୁଣ୍ଡୀ; ଟାଙ୍ଗରୀ (ସ୍ତ୍ରୀ) — ୨. Blad headed (woman).
- ୩. ଅଳଙ୍କାର ବିହୀନା — ୩. Shorn of ornaments.
- ୪. ପୁଛହୀନ —୪. Tailless.
(ଉ—ଲଣ୍ଡୀ ମୟର)
- ୫. ଶାଖାହୀନ (ବୃକ୍ଷ); ସ୍ଥାଣୁ (ବୃକ୍ଷ) —୫. (A tree) Whose branches have been cut off or lopped.
[ଉ—ଲାଣ୍ଡୀ ବରଗଛ ଛାଇ, ଲାଣ୍ଡୀ କି ଘିନି ମୁଁ ଘର କରିବି; ଲାଣ୍ଡୀତ ବିନ୍ଧଣା ଗାଈ—ଢ଼ଗ]
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଲଣ୍ଡା ମୁଣ୍ଡୀ ବା ଟାଙ୍ଗରାମୁଣ୍ଡୀ ସ୍ତ୍ରୀ —୧. A woman with shaven or blad head.
- ୨. ସ୍ତ୍ରୀମାନଙ୍କ ଦିଆ— ଯିବା ନାମ —୨. A name given to women.
[ଦ୍ରଷ୍ଟବ୍ୟ —କାହାଣୀରେ ବର୍ଣ୍ଣିତ ଅଛି ଯେ, ପୂର୍ବେ ରାଜାମାନେ ରାଣୀ ଆଦିଙ୍କୁ ଲାଣ୍ଡୀ କରି ଅର୍ଥାତ୍ ମୁଣ୍ଡିତ ମୁଣ୍ଡ କରି ଗୋରୁ ଗୁହାଳ ବା ଘୋଡ଼ାଶାଳର ମଇଳା ସଫା କରିବା କାର୍ଯ୍ୟରେ ନିଯୁକ୍ତ କରି ଦଣ୍ଡ ଦେଉଥିଲେ ସ୍ତ୍ରୀ ଲୋକ ପକ୍ଷରେ କେଶ ପ୍ରଧାନ ଶୋଭା ଓ ଅଳଙ୍କାର ଥିବାରୁ ସ୍ତ୍ରୀମାନଙ୍କୁ ଲଣ୍ଡା କରିବାଦ୍ୱାରା ଦଣ୍ଡ ଦିଆଯାଉ ଥିଲା ଏବେ ମଧ୍ୟ ଭାରତର କେତେକ ଅଞ୍ଚଳରେ ସ୍ତ୍ରୀମାନେ ବିଧବା ହେଲେ ସେମାନହ୍କୁ ମୁଣ୍ଡିତ କରାଯାଏ]