ଲାଣ୍ଡ୍ ଅକ୍ୱିଜିସନ୍
ଦେଖଣା
ଲାଣ୍ଡ୍ ଅକ୍ୱିଜିସନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଣ୍ଡ୍ ଅକ୍ୱିଜିସନ୍
|
(ଲାଣ୍ଡ୍ ଆକୁଇଜିସନ୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲାଣ୍ଡ ଅକ୍ୱିଜିସନ୍)
[ସମ୍ପାଦନା](ରେଳ, ସଡ଼କ, କେନାଲ, ସ୍କୁଲ, ଡ଼ାକ୍ତରଖାନା ଆଦି) ସାଧାରଣ ହିତକର କାର୍ଯ୍ୟପାଇଁ ଜମିର ମାଲିକଙ୍କୁ ଜମିର ମୂଲ୍ୟ ଦେଇ ଗଭର୍ଣ୍ଣମେଣ୍ଟଙ୍କର ଉକ୍ତ ଜମିକୁ ଖରିଦ କରିବାର ପଦ୍ଧତି —Land acqusition;୩ acqusition of land by Government for public purposes.