ଲାଦୁଆ
ଦେଖଣା
ଲାଦୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଲାଦୁ (ଦେ, ଦୋ)ଈ, ଲାଦୁକୀ—ସ୍ତ୍ରୀ]
ଦେଶଜ - ବିଶେଷଣ - (ତୁଳ ସଂସ୍କୃତ - ନନ୍ଦା=ଛୋଟ ମାଠିଆ)
[ସମ୍ପାଦନା]- ୧. ପୃଥୁଳ; ମାଂସଳ —୧. Corpulent; fat.
- ୨. ଖୁବ୍ ଭାରୀ —୨. Very heavy; cumbrous.
- ୩. ଭାରୀ ହେବା ଯୋଗୁଁ ବ୍ୟବହାର କରିବାକୁ ଅସୁବିଧା ଜନକ —୩. Awkward; very heavy and so inconvenient to carry or use; cumbrous and unmanageable.