Jump to content

ଲାଦୁ ବାଦୁ

ଉଇକିଅଭିଧାନ‌ରୁ

ଲାଦୁ ବାଦୁ

ଉଚ୍ଚାରଣ

[ସମ୍ପାଦନା]

ଲାଦୁର୍ ବାଦୁର୍, ଲାଦୁରୁ ବାଦୁରୁ, ଲାଦୁରା ବାଦୁରା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଉପର୍ଯ୍ୟୁପରି ଖୁନ୍ଦି ହୋଇଥିବା —୧. Huddled together.
୨. ବହୁ ପଦାର୍ଥ ଏକତ୍ର ସମାବିଶିଷ୍ଟ ହେବା ଯୋଗୁଁ ଅସୁନ୍ଦର ଓ ଅସୁବିଧାଜନକ —୨. Cumbrous; awkward.

[ଉ—କେତେକ ସ୍ତ୍ରୀ ଲୋକ ନାକରେ, କାନରେ, ବେକରେ, ହାତରେ ଲାଦୁବାଦୁ କରି ଅଳଙ୍କାର ପିନ୍ଧନ୍ତି ଓ ସିନ୍ଦୁର, ବଜଳ ଆଦି ଘିନନ୍ତି; ସେଥିପାଇଁ ସେଗୁଡ଼ାକ ବଡ଼ ଲାଦୁ ବାଦୁ ଦେଖାଯାଏ]