ଲାପରବାୟ୍
ଦେଖଣା
ଲାପରବା(ୟ୍)
ଉଚ୍ଚାରଣ
[ସମ୍ପାଦନା]ଲାପରୁଆ,ଲାପରେ(ରା)ଇଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲାପରବା(ୟ୍)
|
ବୈଦେଶିକ - ବିଶେଷଣ - (ଆରବୀ - ଲା+ଫାରାସୀ - ପର୍ ବାଦ୍)
[ସମ୍ପାଦନା]ବେପାରୁଆ; ଯାହାର କୌଣସି ବିଷୟ ପାଇଁ ଚିନ୍ତା ନାହିଁ —Free from all cares and anxieties.
ବୈଦେଶିକ - ବି(ଫା)
[ସମ୍ପାଦନା]ବେପାରୁଆପଣ; ନିଶ୍ଚିନ୍ତତା —Freedom from care or anmely.