ଲାପ୍ ଲଣ୍ଡ୍
ଦେଖଣା
ଲାପ୍ ଲଣ୍ଡ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ନାମ) (ଇଂରାଜୀ - ଲାପ୍ ଲାଣ୍ଡ୍)
[ସମ୍ପାଦନା]ଯୂରୋପୀୟ ରୁଷିୟା ଦେଶର ଉତ୍ତର—ପଶ୍ଚିମ କୋଣରେ ଅବସ୍ଥିତ ତୁଷାରାଛାଦିତ ପ୍ରଦେଶ — Lapland.
[ଦ୍ରଷ୍ଟବ୍ୟ —ନରବେ, ସ୍ୱିଡେନ୍ ଓ ଫିନ୍ ଲାଣ୍ଡ୍ର ଉତ୍ତରାଂଶ ଏବଂ ଇଉରୋପୀୟ ରୁଷିୟାର ଉତ୍ତର ପୂର୍ବକୋଣ, ଏ ସମସ୍ତ ଅଞ୍ଚଳକୁ ଲାପ୍ ଲାଣ୍ଡ ବୋଲାଯାଏ]