Jump to content

ଲାଫେଇବା

ଉଇକିଅଭିଧାନ‌ରୁ

ଲାଫେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲାଫିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - [ସଂସ୍କୃତ - ଲମ୍ଫ] (ବଙ୍ଗଳାରୁ ଅନୁକୃତ)

[ସମ୍ପାଦନା]
୧. ଡ଼େଇଁବା; କୁଦା ମାରିବା —୧. To jump; to leap.
୨. ଆନନ୍ଦରେ କୁଦିବା —୨. To leap with joy.