Jump to content

ଲାବଣ

ଉଇକିଅଭିଧାନ‌ରୁ

ଲାବଣ

ଉଚ୍ଚାରଣ

[ସମ୍ପାଦନା]

(ଲାବଣକ—ଅନ୍ୟରୂପ)

ସେ.ବିଶେଷଣ - (ଲବଣ+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ଲବଣ ସମ୍ୱନ୍ଧୀୟ — ୧. Relating to salt.
୨. ଲବଣ ମିଶ୍ରିତ — ୩. Mixed with salt.

ସେ. ବିଶେଷ୍ୟ -

[ସମ୍ପାଦନା]
୧. (ଲବଣ+ଅ; ଲବଣସମୁଦ୍ରରେ ସ୍ଥିତ)— ଲଙ୍କା ଆଦିଦେଶ —୧. Country of Ceylon and other
adjoining countries.
୨. ନସ୍ୟ; ନାସ (ହିନ୍ଦୀ - ଶ) — ୨. Snuff.