ଲାବଣ୍ୟାର୍ଜିତ
ଦେଖଣା
ଲାବଣ୍ୟାର୍ଜିତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାବଣ୍ୟାର୍ଜିତ
|
ସଂସ୍କୃତ - ବିଶେଷ୍ୟ - (୩ୟାତତ୍)
[ସମ୍ପାଦନା]ବିବାହ ପରେ ଶ୍ୱଶୁର ଓ ଶାଶୁ ନବବଧୂର ମୁଖ ଦେଖି ଯେଉଁ ଧନ ଉପହାର ଦିଅନ୍ତି; ମୁହଚୁହାଁ — Cash presented by the father-in-law and mother-in-law to the bride when they see face for the first time after marriage.