Jump to content

ଲାବଣ୍ୟ ଗର୍ବିତ

ଉଇକିଅଭିଧାନ‌ରୁ

ଲାବଣ୍ୟ ଗର୍ବିତ

ଉଚ୍ଚାରଣ

[ସମ୍ପାଦନା]
(ଲାବଣ୍ୟଗର୍ବିତା—ସ୍ତ୍ରୀ) 

(ଲାବଣ୍ୟ ଗର୍ବ—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍)

[ସମ୍ପାଦନା]

ନିଜର ସୌନ୍ଦର୍ଯ୍ୟ ହେତୁ ଗର୍ବଯୁକ୍ତ —Proud of one's beauty.