ଲାବଣ୍ୟ ନିଧି
ଦେଖଣା
ଲାବଣ୍ୟ ନିଧି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାବଣ୍ୟ ନିଧି
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମୋତି; ମୁକ୍ତା —Pearl.
ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ସୁନ୍ଦରୀ ସ୍ତ୍ରୀ —୧. A beautiful lady.
(ଉ—ସାର୍ଥକ କଲୁ ଏ ବିଧିକି ଦୁହି ଲାବଣ୍ୟ ନିଧି—ରାଧାନାଥ.ଚନ୍ଦ୍ରଭାଗା)
- ୨. ରାଧିକା —୨. Rādhā