ଲାବଣ୍ୟ ରହିତ
(ଲାବଣ୍ୟହୀନ—ଅନ୍ୟରୂପ)
(ଲାବଣ୍ୟ ରହିତା, ଲାବଣ୍ୟହୀନା—ସ୍ତ୍ରୀ)
ଅସୁନ୍ଦର; କଦାକାର — Ungraceful; graceless.