Jump to content

ଲାବଣ୍ୟ ରୂପ

ଉଇକିଅଭିଧାନ‌ରୁ

ଲାବଣ୍ୟ ରୂପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ.ପ.ଲୋ)

[ସମ୍ପାଦନା]

ସୁନ୍ଦର ରୂପ —Graceful form.

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରିହୀ)

[ସମ୍ପାଦନା]

ସୁନ୍ଦର ରୂପ ଯୁକ୍ତ —Of graceful form.

[ଉ—ଲାବଣ୍ୟରୂପ ଲକ୍ଷ୍ମୀଧର ଲୟ କରନ୍ତି ସୁର ନର —କମଳଲୋଚନ ଚଉଦିଶା]