ଲାବଣ୍ୟ ସଦନା
(ଲାବଣ୍ୟ ସଦନ—ପୁଂ)
ଯାହାର ସର୍ବାଙ୍ଗରେ ଲାବଣ୍ୟ ବିଦ୍ୟୋତିତ ହେଉଥାଏ; ଲାବଣ୍ୟବତୀ — Most beautiful; supremely graceful.
[ଉ—ସଂସାର ସାର ଲାବଣ୍ୟସଦନା ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]