Jump to content

ଲାଭକର

ଉଇକିଅଭିଧାନ‌ରୁ

ଲାଭକର

ଉଚ୍ଚାରଣ

[ସମ୍ପାଦନା]
(ଲାଭକରୀ—ସ୍ତ୍ରୀ) 

(ଲାଭକାରକ; ଲାଭକାରୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲାଭ+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଲାଭ— ଜନକ; ଆୟଜନକ —୧. Profitable.
୨. ସୁବିଧା ଜନକ —୨. Advantageous.
୩. ମଙ୍ଗଳକର —୩. Beneficial.

ସଂସ୍କୃତ - ବି (ଆଧୁନିକ)

[ସମ୍ପାଦନା]

ଆୟକର; ମନୁଷ୍ୟର ଲାଭ ଉପରେ ସରକାରଙ୍କ ନେବା ଶୁଳ୍ମ; ଇନ୍ କମ୍ଟିକସ —Income tax.