Jump to content

ଲାଭାଡ଼ି

ଉଇକିଅଭିଧାନ‌ରୁ

ଲାଭାଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦ. (ପୁରୀ) ବିଶେଷ୍ୟ - (ଗାଳିରେ ବ୍ୟବହୃତ) (ସଂସ୍କୃତ - ଲାଭ ଲୋଲୁପ)

[ସମ୍ପାଦନା]
୧. ଅତି ଲୋଭୀ(ବ୍ୟକ୍ତି) — ୧. Very avaracious.
୨. ଲାଭ ପାଇବା ପାଇଁ ଅତ୍ୟଧିକ ବ୍ୟଗ୍ର (ବ୍ୟକ୍ତି) —୨. Hankering after profit.