ଲାଭେଣ୍ଡର୍
ଦେଖଣା
ଲାଭେଣ୍ଡର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଲାଭେଣ୍ଡର୍ ବାଟର୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲାଭେଣ୍ଡର)
[ସମ୍ପାଦନା]ଲାଭେଣ୍ଡର ନାମକ ସୁଗନ୍ଧ ସୁବାସିତ ଅରଖ —Lavender water
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ବିଦେଶୟା ଗୁଳ ଲାଭେଣ୍ଡରର ସୁବାସିତ ପତ୍ର ଓ ପୁଷ୍ପର ଅର୍କଦ୍ୱାରା ସୁଗନ୍ଧିତ ସୁରାମୟ ଦ୍ରବ୍ୟ ଏ ଗୁଳ୍ମର ନାମ — Lavendula Spike]