Jump to content

ଲାଭ ଗୃହ

ଉଇକିଅଭିଧାନ‌ରୁ

ଲାଭ ଗୃହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]

ମନୁଷ୍ୟର ଜନ୍ମ ଲଗ୍ନଠାରୁ ଏକାଦଶ ସ୍ଥାନ —(astrology) The eleventh place from one's Lagna.

[ଦ୍ରଷ୍ଟବ୍ୟ —ଜନ୍ମ କୁଣ୍ଡଳୀରେ ଲଗ୍ନର ୧୧ଶ ଗୃହରୁ ଜାତକର ଧନ ସମ୍ପତ୍ତି, ସନ୍ତାନ, ଆୟୂଃ ଓ ବିଦ୍ୟାସ୍ଥିର କରାଯାଏ]