Jump to content

ଲାମଜ୍ଜକ

ଉଇକିଅଭିଧାନ‌ରୁ

ଲାମଜ୍ଜକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ଲା ଧାତୁ=(ଉତ୍ତାପ ଆଦି) ଗ୍ରହଣ କରିବା ବା ଘୁଞ୍ଚାଇବା+ମକ୍କା=ସାର+କ; ଯାହା ଦେହରେ ଉତ୍ତାପ ଘୁଞ୍ଚାଏ]

[ସମ୍ପାଦନା]
୧. ଗନ୍ଧତୃଣ (ଦେଖ) - — ୧. Gandha tṛuṇa (See).
୨. ଉଷୀର; ବୋଣାମୂଳ — ୨. The fragrant root of Beṇā grass; Andropogen Muricatus.
୩. ଗନ୍ଧବୋଣା — ୩. Juncus Odoratus.

[ଦ୍ରଷ୍ଟବ୍ୟ — ଏ ତୃଣସଂଯୁକ୍ତ ପ୍ରଦେଶ, ପଞ୍ଜାବ ଓ ସିନ୍ଧୁ ପ୍ରଦେଶରେ ବର୍ଷର ସବୁ ଋତୁରେ ମିଳେ ଏହା ବେଣା ପରି, କିନ୍ତୁ ଈଷତ୍ ହଳଦିଆ ଏହାର ମୂଳ ନିକଟସ୍ଥ ଅଂଶ ମୋଟା ଓ ତହିଁରେ ରୋମ ଥାଏ ଏହାର ଦଣ୍ଡ ସିଧା ଓ ଦଣ୍ଡରେ ଚିକ୍କଣ, ପତଳା ଓ ଲମ୍ୱ ପତ୍ର ହୁଏ ବୈଦ୍ୟକ ମତରେ ଏହା ଉତ୍ତେଜକ, ଘର୍ମ ନିଃସାରକ, ରକ୍ତ ପରିଷ୍କାରକ, ଅଜୀର୍ଣ୍ଣ ଓ କାଶ ନାଶକ ଓ ବିସୁଚିକାରେ ଓ ଜ୍ୱରରେ ଉପକାରୀ— (ହିନ୍ଦୀ - ଶ)—ଏହା ଶୂତବର୍ଯ୍ୟ, ତିକ୍ରରସ, ଲଘୁ ଓ ତ୍ରିଦୋଷ ନାଶକ ଓ ରକ୍ତ ଦୋଷ, ଚର୍ମରୋଗ, ଘର୍ମ, ମୃତ୍ରବୃଛ୍ର, ଦାହ ଓ ରକ୍ତପିତ୍ତନାଶକ—ଦ୍ରବ୍ୟଗୁଣ)