Jump to content

ଲାମ୍ପଟ୍ୟ

ଉଇକିଅଭିଧାନ‌ରୁ

ଲାମ୍ପଟ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲମ୍ପଟ+ଭାବ. ଯ)

[ସମ୍ପାଦନା]

ଲମ୍ପଟତା; କାମୁକତା; ରଣ୍ଡିବାଜୀ; ବ୍ୟଭିଚାର —Lasciviousness; fornication; adultery.