Jump to content

ଲାଲମନ୍

ଉଇକିଅଭିଧାନ‌ରୁ

ଲାଲମନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଲାଲ୍(ମୋ)ହନ, ଲାଲ୍ମୋହନଅନ୍ୟରୂପ

ଲାଲମୋହ(ହୋ)ନ୍, ଲାଲମନ୍ ତୋତା, ଲାଲମୋହ(ହୋ)ନ ତୋତାଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଫାରାସୀ - ଲାଲ୍=ରକ୍ତବର୍ଣ୍ଣ+ମୋହନ= ମନୋହର)—ଦୁଧ ଛେନାରୁ ପ୍ରସ୍ତୁତ ଘୃତପକ୍ୱ ରକ୍ତାବରଣ ବିଶିଷ୍ଟ ରସଗୋଲା —୧. A sweet meat made from milk-cheese.
୨. ବୋର୍ଣ୍ଣିଓ ଆଦି ଦ୍ୱୀପର ଏକ ପ୍ରକାର କ୍ଷୁଦ୍ର ଶୁଆ —୨. A species of red-bodied parrot like bird; Cornwurs Carolinus.

[ଦ୍ରଷ୍ଟବ୍ୟ — ଏମାନଙ୍କର ଶରୀର ଗାଢ଼ ରକ୍ତବର୍ଣ୍ଣ ଓ ପକ୍ଷ ଶାଗୁଆ, ଥଣ୍ଟ ଗୋଲାବୀ ଓ ପୁଛ କଳା ଏମାନେ ଶୁଆଙ୍କଠାରୁ ସାନ, ଲମ୍ୱ ଏକ ଚାଖଣ୍ଡ ମଧ୍ୟରେ ଲୋକେ ଏହି ପକ୍ଷୀଙ୍କୁ ସଉକିରେ ପାଳନ୍ତି]