ଲାଲା
ଦେଖଣା
ଲାଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲାଲ୍=ସୁନ୍ଦର)
[ସମ୍ପାଦନା]- ୧. ବିହାର ଓ ଉତ୍ତର— ପଶ୍ଚିମ ଦେଶୀୟ ବାୟସ୍ଥାନମାନଙ୍କର ବଂଶୋପାଧି —୧. A title prefixed to the name of Kāyasthas of Bihar.
[ଦ୍ରଷ୍ଟବ୍ୟ —ଏହା ନାମ ପୂର୍ବରେ ଲାଗେ ଯଥା— ଲାଲା ରାମମୋହନ ରାୟ]
- ୨. ହିନ୍ଦୁସ୍ଥାନ ନାମ ପୂର୍ବରେ ଯୁକ୍ତ ସମ୍ମାନାର୍ହ ଉପାଧି —୨. A honorific title prefixed to name.
[ଦ୍ରଷ୍ଟବ୍ୟ —ବଙ୍ଗଳାରେ ଏହି ଅର୍ଥରେ 'ବାବୁ' ବା 'ଶ୍ରିଯୁକ୍ତ' ଏବଂ ଓଡ଼ିଆରେ 'ଶ୍ରୀ' ଲେଖାଯାଏ]
- ୩. (ହିନ୍ଦିରୁ ଅନୁକୃତ) ମୋହରିର୍; କିରାତି; ଯେଉଁ ବ୍ୟକ୍ତିର ବ୍ୟବସାୟ ଲେଖାଲଖି —୩. Professional scribe.
- ୪. (ହିନ୍ଦିରୁ ଅନୁକୃତ) ପୁଂ—ପ୍ରିୟ ବ୍ୟକ୍ତି ପ୍ରତି ସଂବୋଧନ —୪. An address used towards one's dearest person (male)