ଲାଲାଟିକ
ଦେଖଣା
ଲାଲାଟିକ
ଉଚ୍ଚାରଣ
[ସମ୍ପାଦନା](ଲାଲାଟିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲଲାଟ+ଇକ)
[ସମ୍ପାଦନା]- ୧. ଲଲାଟ ସଂବନ୍ଧୀୟ — ୧. Relating to the forehead.
- ୨. ଅଦୃଷ୍ଟ ବାଦୀ; ଭାଗ୍ୟାପେକ୍ଷୀ —୨. Fatalist; depending upon fate.
- ୩. ଅଳସ (ବ୍ୟକ୍ତି) — ୩. Idle (man).
- ୪. ଭାଗ୍ୟଲବ୍ଧ —୪. Acquired by luck.
ବିଶେଷ୍ୟ -
[ସମ୍ପାଦନା]ଲାଟର ଅଳଂକାର; ମାଙ୍ଗଟୀକା — An ornament for the forehead.