ଲାଲା ଲାଜପତ୍ ରାଏ
ଦେଖଣା
ଲାଲା ଲାଜପତ୍ ରାଏ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଲା ଲାଜପତ୍ ରାଏ
|
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଭାରତରେ ଆଧୁନିକ ଯୁଗର ସ୍ୱର୍ଗୀୟ ପ୍ରସିଦ୍ଧ ରାଜନୀତିକ ବୀର —The late famous politician of morden India.
[ଦ— ଏହାଙ୍କର ଜନ୍ମ ଖ୍ରୀ ୧୮୬୫: ଓ ମୃତ୍ୟୁ ୧୭\୧୧\୧୯୨୮:ରେ ଏ ପଞ୍ଜାବର ଲୁଧିଆନାରେ ଜନ୍ମଗର୍ହଣ କରିଥିଲେ; ଜାତିରେ ଏ ଅଗବାଲା ବୈଶ୍ୟ ଏ ଭାରତର ଜଣେ ପ୍ରଧାନ ଦେଶସେବକ, ଜାତୀୟ କର୍ମୀ ଓ ନିର୍ଭୀକ ବୀର ଏ ଦେଶହିତକର ବହୁ ପୁସ୍ତକ ପ୍ରଣୟନ କରିଥିଲେ ଏବଂ ବହୁ ବାର ରାଜତିକ ଅପରାଧରେ ଦଣ୍ଡ ମଧ୍ୟ ଭୋଗ କରି— ଥିଲେ ଏ ମହାତ୍ମା ଗାନ୍ଧିଙ୍କର ଅଦମ୍ୟ ସହକର୍ମୀ ଥିଲେ]