Jump to content

ଲାଲୀ

ଉଇକିଅଭିଧାନ‌ରୁ

ଲାଲୀ

ଉଚ୍ଚାରଣ

[ସମ୍ପାଦନା]
(ଲାଳିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲାଡ଼ି ଧାତୁ+କର୍ତ୍ତୃ. ଇନ୍+୧ମା. ୧ବ)

[ସମ୍ପାଦନା]
୧. ଯେ ପୁସଲାଇ କରି ଘରୁ ଲୋକଙ୍କୁ ନେଇଯାଏ — ୧. A seducer. (Apte)
୨. ଭୂତ ପ୍ରେତାଦିଙ୍କ ଆବେଶ —୨. The being possessed by a demon. (M.W.)