ଲାଲ୍ ବାଗ୍
ଦେଖଣା
ଲାଲ୍ ବାଗ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ନାମ) (ଫାରାସୀ - ଲାଲ୍=ସୁନ୍ଦର+ବାଗ୍= +ଉଦ୍ୟାନ)
[ସମ୍ପାଦନା]କଟକ ସହରର କାଠଜୋଡ଼ୀ କୂଳରେ ଓଡ଼ିଶା ପ୍ରଦେଶରେ ରେଭିନିଉ କମିଶନରଙ୍କ କୋଠି —The bungalow of the Revenue Commissioner of Orissa situate in Cuttack town on the bank of the Kathjori river.
[ଦ୍ରଷ୍ଟବ୍ୟ —ପୂର୍ବେ ମୋଗଲ ଓ ମରହଟ୍ଟା ରାଜତ୍ୱକାଳରେ ଶାସନ କର୍ତ୍ତାମାନେ ଏହିଠାରେ ରହୁଥିଲେ ଏବଂ ଏଠାରେ ସେମାନହ୍କର କଚେରୀ ଥିଲୀ]